Office of the Chief Minister, Odisha

Bhubaneswar, Odisha
ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
32
18
185
30,065
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ ସ୍ଥିତି ଓ ଚାଷୀ ଭାଇଭଉଣୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ପରିଦର୍ଶନ କାର୍ଯ୍ୟକ୍ରମରୁ ନିବୃତ୍ତ ରହିବା ସହ ରାଜ୍ୟବାସୀଙ୍କ ମଙ୍ଗଳ ଓ ସମୃଦ୍ଧି ପାଇଁ ମା' ଜଗଜ୍ଜନନୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
19
12
70
41,103
ସମସ୍ତଙ୍କୁ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ଲୋକଙ୍କ ସରକାରଙ୍କ ଆଉ ଏକ ଦୃଢ଼ ପଦକ୍ଷେପ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅତିରିକ୍ତ ୨,୯୧,୬୬୬ଟି ନୂଆ ଘର ନିର୍ମାଣ ସହ ଯୋଜନାର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। An additional 2,91,666 houses will be built under the Antyodaya Gruha Yojana.
6
3
26
7,331
ଲୋକଙ୍କ ସରକାରରେ ଦକ୍ଷତା ବିକାଶ ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ। PM-SETU ଅଧୀନରେ କଟକ ITI କ୍ଲଷ୍ଟର ପାଇଁ ₹୨୪୦.୫୦ କୋଟି ନିବେଶକୁ ଅନୁମୋଦନ ମିଳିଛି।
8
6
63
15,942
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
1
6
42
6,757
ଭାରତୀୟ ହକି ଚାମ୍ପିଅନ୍‌ଙ୍କୁ ଓଡ଼ିଶାରେ ଭବ୍ୟ ସମ୍ବର୍ଦ୍ଧନା। ଏସିଆନ୍ ଗେମ୍ସ ୨୦୨୬ର ସ୍ୱର୍ଣ୍ଣପଦକ ବିଜେତା ପୁରୁଷ ଓ ମହିଳା ହକି ଦଳକୁ ପୁରସ୍କୃତ କରି ସେମାନଙ୍କ ଐତିହାସିକ ସଫଳତାକୁ ସମ୍ମାନ ଜଣାଇଛି ଓଡ଼ିଶା। A grand felicitation for India’s hockey champions in Odisha. The men’s and women’s hockey teams, gold medallists at the Asian Games 2026, were honoured by Odisha in recognition of their remarkable achievement.
9
5
36
11,992
ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ତହସିଲର ରୋଜାଲିନ ମିଶ୍ର ( ସ୍ୱା - ସୂରଜ କୁମାର ପତି)ଙ୍କର ସଡ଼କ ଦୁର୍ଘଟଣାରେ ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି।
11
10
107
121,858
ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସ୍ୱର୍ଣ୍ଣିମ ସଫଳତାକୁ ସମ୍ମାନ ଜଣାଇ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
5
3
19
14,882
ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରି ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଦଳର ଚାମ୍ପିଅନ ହେବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଖେଳାଳିଙ୍କୁ ₹୧୧ ଲକ୍ଷ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ₹୫.୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। କ୍ରୀଡା ଓ କ୍ରୀଡ଼ାବିତ୍‌ଙ୍କ ପ୍ରତି ପ୍ରତିବଦ୍ଧତା ଦୋହରାଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସର୍ବଦା ଖେଳାଳିମାନଙ୍କ ସଫଳତାର ପ୍ରମୁଖ ସହଯୋଗୀ ହୋଇ ରହିବ ଏବଂ ରାଜ୍ୟକୁ ଦେଶର ଅଗ୍ରଣୀ କ୍ରୀଡ଼ା ରାଜଧାନୀ ଭାବେ ଗଢ଼ିତୋଳିବାକୁ ସରକାର ସଂକଳ୍ପବଦ୍ଧ। Hon’ble Chief Minister felicitated the Indian men’s and women’s hockey teams at a grand ceremony at Kalinga Stadium for winning gold medals at the 2026 Asian Games and qualifying for the 2028 Los Angeles Olympics. Describing their victories as a matter of pride for the entire nation, he awarded ₹11 lakh to each player and ₹5.50 lakh to each member of the support staff. Reaffirming his commitment to sports and sportspersons, the Chief Minister stated that Odisha would always remain a steadfast partner in their success and reiterated the Government’s resolve to develop the state into one of the country’s leading sporting capitals.
6
4
36
10,921
ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଡବଲ୍ ବିଜୟରେ ଗର୍ବିତ ଓଡ଼ିଶା।
6
10
47
11,702
କଳିଙ୍ଗନଗରରୁ ତ୍ୱରାନ୍ୱିତ ହେଉଛି ଓଡ଼ିଶାର ଶିଳ୍ପାୟନ, ସୁଦୃଢ଼ ହେଉଛି ନିଯୁକ୍ତିର ସମ୍ଭାବନା। ₹୩୯,୩୮୩ କୋଟିର ୪୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ ସହ ସୃଷ୍ଟି ହେଉଛି ୪୨,୫୧୨ଟି ନିଯୁକ୍ତିର ସୁଯୋଗ। ନିବେଶକୁ ବାସ୍ତବ ରୂପ ଦେଇ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ରାସ୍ତା ଖୋଲୁଛନ୍ତି ସରକାର। Kalinganagar is accelerating Odisha’s industrial growth with 46 projects worth ₹39,383 crore, creating over 42,512 employment opportunities. These investments are opening new avenues for the youth and strengthening Odisha’s journey towards becoming a leading manufacturing hub.
Made with AI
16
6
38
17,218
କ୍ରୀଡ଼ା କ୍ଷେତ୍ରରେ ଭାରତର ଗୌରବ ବଢ଼ାଇଥିବା ଆମ ହକି ଖେଳାଳିମାନଙ୍କ ଐତିହାସିକ ସଫଳତା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ସ୍ୱର୍ଣ୍ଣ ବିଜୟ ସହ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ ଦେଶର କ୍ରୀଡ଼ା ଇତିହାସରେ ଯୋଡ଼ିଛି ଏକ ଗୌରବମୟ ଅଧ୍ୟାୟ। ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କୃତୀ ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବେ।
6
4
29
9,536
ଗଞ୍ଜାମ ଜିଲ୍ଲା, ଛତ୍ରପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲର ଲକ୍ଷ୍ମୀଧର ଗୌଡ଼ (ପିତା – ରଣସିଂହ ଗୌଡ଼), ଏବଂ ଉତ୍ତରପ୍ରଦେଶ, କାନପୁରର ବିନୋଦ କୁମାର (ପିତା – ପାଲକରାମ)ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
8
18
118
99,702
ନୂଆ ଆତ୍ମବିଶ୍ୱାସ, ନୂଆ ପୁଞ୍ଜିନିବେଶ ଓ ନୂଆ ନିଯୁକ୍ତି ସୁଯୋଗ ସହ ଶିଳ୍ପ ସମୃଦ୍ଧିର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା । କଳିଙ୍ଗନଗରରେ ୪୬ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ ୩୯,୩୮୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୪୨,୫୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ରାଜ୍ୟର ବିକାଶ ଯାତ୍ରାକୁ ନୂଆ ଗତି ଦେବ। ଶିଳ୍ପାୟନରୁ ସମୃଦ୍ଧି, ନିଯୁକ୍ତିରୁ ଆତ୍ମନିର୍ଭରତା ଏହି ସଂକଳ୍ପ ସହ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିଛନ୍ତି ଲୋକଙ୍କ ସରକାର । Odisha is ushering in a new era of industrial growth with 46 projects in Kalinganagar, attracting ₹39,383 crore in investment and creating over 42,500 employment opportunities, advancing the vision of a prosperous and developed Odisha.
14
3
44
8,464
ସହରାଞ୍ଚଳରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ‘ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ’କୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ଏହି ପଦକ୍ଷେପ ମାଧ୍ୟମରେ ଡ୍ରେନେଜ୍ ନିର୍ମାଣ, ପଙ୍କ ଉଦ୍ଧାର ତଥା ପ୍ରାକୃତିକ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ କରାଯିବ। The State Cabinet has accorded approval to the 'Urban Storm Water Drainage Management and Improvement Programme' to address urban waterlogging, focusing on infrastructure development, desiltation, and rejuvenation of natural water bodies.
4
3
26
6,947
ଲୋକଙ୍କ ସରକାରରେ ଯୁବଶକ୍ତିଙ୍କ ସଶକ୍ତୀକରଣ ଓ ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ୱ। ଓଡ଼ିଶା କ୍ୟାବିନେଟ୍‌ର ଅନୁମୋଦନ କ୍ରମେ ₹୪୫୦ କୋଟି ବ୍ୟୟରେ ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ୍ ପ୍ରଶିକ୍ଷଣ ଓ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ। ଏହା ଯୁବପିଢ଼ିଙ୍କୁ ଆତ୍ମନିର୍ଭର କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ନୂଆ ଦିଗ ଦେବ। Odisha Cabinet approves ₹450 crore for skill development, digital training and employment opportunities for 4.20 lakh youth, empowering them for a self-reliant and prosperous Odisha.
14
2
24
6,816
Hon’ble Chief Minister Shri Mohan Charan Majhi today inaugurated and laid the foundation stones for 46 medium and large industrial projects across 14 districts of Odisha, with a combined investment of ₹39,383 crore and the potential to create 42,512 employment opportunities. Marking a decisive milestone in Odisha’s industrial transformation, the Chief Minister said the state is moving beyond investment announcements to on-ground implementation, building industries and creating meaningful opportunities for the youth of Odisha. Reaffirming his vision of balanced industrial growth, the Chief Minister emphasised that development must reach every corner of the state, empowering local talent and opening new avenues for employment. Guided by Hon’ble Prime Minister Shri Narendra Modi Ji’s vision of Purvodaya, Odisha is accelerating its journey towards becoming one of India’s leading manufacturing hubs. With investment translating into industries, jobs and prosperity, the Government remains committed to building a stronger, self-reliant and Samruddha Odisha. #UtkarshOdisha #InvestInOdisha #SamruddhaOdisha
17
8
44
8,698
ସୁଦୃଢ଼ ଭିତ୍ତିଭୂମି, ଶିଳ୍ପାୟନରେ ନୂଆ ଗତି ଏବଂ ନିଯୁକ୍ତି ସୃଷ୍ଟି ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିଛି ଓଡ଼ିଶା। କଳିଙ୍ଗନଗରରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ ସହ ୩୯,୩୮୩ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୪୨,୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହି ପଦକ୍ଷେପ ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ନୂଆ ଶକ୍ତି ପ୍ରଦାନ କରିବା ସହ ଯୁବପିଢ଼ିଙ୍କ ପାଇଁ ନୂଆ ସମ୍ଭାବନା ଓ ରାଜ୍ୟର ଆର୍ଥିକ ପ୍ରଗତିକୁ ଆହୁରି ସୁଦୃଢ଼ କରିବ। Kalinganagar marks a new chapter in Odisha’s industrial growth, with 46 projects, an investment of ₹39,383 crore and over 42,500 employment opportunities, strengthening the state’s economy and creating new avenues for youth.
10
2
33
11,427
ପୁରୀର ଅସ୍ତରଙ୍ଗ (ନୂଆଗଡ଼) ମତ୍ସ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ₹୧୩୩.୮୧ କୋଟି ଅନୁମୋଦିତ ହୋଇଛି। ଆଧୁନିକ ଅବତରଣ, ସଂରକ୍ଷଣ ଓ ବିପଣନ ଭିତ୍ତିଭୂମି ବିକାଶ ଦ୍ୱାରା ପ୍ରାୟ ୩୫,୦୦୦ ମତ୍ସ୍ୟଜୀବୀ ଓ ହିତାଧିକାରୀ ଉପକୃତ ହେବେ। The Cabinet approved ₹133.81 crore for Phase II of the Astaranga (Nuagarh) Fishing Harbour in Puri. The upgrade will enhance fish landing, storage, and marketing infrastructure, benefiting around 35,000 fishers and stakeholders.
9
6
35
14,510
Hon’ble Chief Minister Shri @MohanMOdisha inaugurates the new plants of Jindal Stainless Limited and Indian Metals & Ferro Alloys Ltd. (IMFA) at Kalinganagar, Jajpur, marking a major milestone in Odisha’s industrial transformation and reinforcing the state’s emergence as a leading hub of manufacturing, investment and employment under the vision of a prosperous Odisha.
3
11
63
7,022