A Govt. of Odisha initiative to create a conducive environment for Startups through innovation & create a world-class ecosystem .

Bhubaneshwar, India
ମା' ଦୁର୍ଗା ସମସ୍ତଙ୍କୁ ନୂତନ ଉଦ୍ୟମ ଓ ସଫଳତାର ଆଶୀର୍ବାଦ ପ୍ରଦାନ କରନ୍ତୁ। 🚀💡 ଷ୍ଟାର୍ଟଅପ୍ ଓଡ଼ିଶା ତରଫରୁ ସମସ୍ତଙ୍କୁ ଦୁର୍ଗାପୂଜାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 🔱🪔🙏 #DurgaPuja2026 #StartupOdisha #OdishaStartups #Innovation #FestiveVibes #MakeInOdisha #EntrepreneursOfOdisha #Navratri @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
3
210
Startup Odisha retweeted
ରାଜ୍ୟବ୍ୟାପୀ ଅଭିଯାନ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ ହେବାସହ ଏହା ଅଧିନରେ ୨୧ଟି ପ୍ରମୁଖ ବିଷୟରେ ପ୍ରତିଯୋଗିତା ଆୟୋଜନ କରାଯାଉଅଛି। ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi…ରେ ପଞ୍ଜୀକରଣ କରନ୍ତୁ। 🗓️ଶେଷ ତାରିଖ: ୩୧ ଅକ୍ଟୋବର ୨୦୨୬ #OdishaSevaFirstInnovationChallenge #MSMEOdisha
1
1
2
483
Startup Odisha retweeted
The MSME Department, Govt. of Odisha, in collaboration with the @DoC_GoI, and @dgftindia, successfully organised the State-Level Workshop on "Leveraging FTAs – Outreach Programme" today at Mayfair Convention, Bhubaneswar. #MSMEOdisha #LeveragingFTAs #StartupOdisha
1
3
8
647
Startup Odisha retweeted
ASSOCHAM brings together policymakers, industry leaders and technology voices for Day 2 of O-LEADS 2026, featuring the panel discussion “AI: The Next Education Frontier.” The session will explore how AI can reshape education through emerging technologies, industry-academia collaboration, new learning models and the development of future-ready skills for Odisha and India. Eminent Speakers: H.E. Dr. @Andrew007Uk, Mr. @AbanisNayak, Mr. Nitin Sudhakar Komawar, Dr. @ashwinirath, Mr. Biswashis Gantayet, Dr. Hari Krishnan Maram, Mr. Abhilash Dwivedy and Mr. Sandipan Ghosh. 📅 9 October 2026 📍 Bhubaneswar Join the conversation on building Odisha as a global growth hub through innovation, technology and talent. #ASSOCHAM #OLEADS2026 #Odisha #Bhubaneswar #ArtificialIntelligence #Education #Innovation #Technology @MohanMajhiCMO @CMO_Odisha @SampadSwainBJP @UKinKolkata @startup_odisha @Unomindacom @AxisBank @Aquapulse_asia @MyIndianBank @mahanadicoal @NRDCIndia1953 @IMFALtd @UTKALCHAMBER @pitahmah @stpindia @JindalSteel_In @sidbiofficial @ASSOCHAMSG @perminder_kaur
3
4
363
Startup Odisha is pleased to announce DPIIT's TEJAS initiative in Dhenkanal, scheduled for 9th October 2026 (Friday) from 09:30 AM onwards at Room No.: 209 (e-Studio), Academic Building, Government Polytechnic. This one-day programme is designed to cultivate entrepreneurial awareness, build local capacities, provide expert mentorship, and connect aspiring innovators to vital networks and market opportunities. We invite all aspiring entrepreneurs, change-makers, and innovators from Dhenkanal and surrounding areas to join us in this transformative journey. Register now by scanning the QR code on the poster or visiting: tiny.cc/TEJAS_Dhenkanal Let us come together to spread the spirit of entrepreneurship and build a resilient startup ecosystem across Odisha. #StartupOdisha #TEJAS #DPIIT #Dhenkanal #Entrepreneurship #Innovation #OdishaStartups #CapacityBuilding #Mentorship @cmo_odisha @gokulanandabjp @SecyChief @msmedepartment @startupindia @districtadmndkl @Dklgovtpoly @synergy_odisha @SmrutiR2009 @PhonePe
4
259
ବାସ୍ତବ ଜୀବନର ପ୍ରତ୍ୟେକ ସମସ୍ୟା ଭିତରେ ଲୁଚି ରହିଥାଏ ଏକ ନୂଆ ସମ୍ଭାବନା। ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ କ୍ଷେତ୍ର ରହିଛି। ପ୍ରମୁଖ ସରକାରୀ ଯୋଜନା, ଶିଳ୍ପାନୁଷ୍ଠାନ ଏବଂ ସାଧାରଣ ନାଗରିକଙ୍କଠାରୁ ସଂଗୃହୀତ ସମସ୍ୟାଗୁଡ଼ିକ ଏଥିରେ ସ୍ଥାନ ପାଇଛି। ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କରାଯିବ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚିହ୍ନିତ ସମସ୍ୟାର ଅଭିନବ ସମାଧାନ କରି ବିକଶିତ ଓଡ଼ିଶା ଯାତ୍ରାରେ ସାମିଲ ହୁଅନ୍ତୁ। ଆଜି ହିଁ ପଞ୍ଜୀକରଣ କରନ୍ତୁ : osfic.startupodisha.org/regi… #OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
5
359
ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସୃଜନଶୀଳ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ କ୍ଷେତ୍ର ରହିଛି। ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌ ଓ ଏମଏସଏମଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ଏଥିରେ ୨ ହଜାରରୁ ଅଧିକ ଅନୁଷ୍ଠାନ ସହ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ନବସୃଜନକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚିହ୍ନିତ ସମସ୍ୟାର ଅଭିନବ ସମାଧାନ କରି ବିକଶିତ ଓଡ଼ିଶା ଯାତ୍ରାରେ ସାମିଲ ହୁଅନ୍ତୁ। ଆଜି ହିଁ ପଞ୍ଜୀକରଣ କରନ୍ତୁ : osfic.startupodisha.org/regi… #OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
1
4
244
💡 Got a solution for real-world problems? Bring it to the Odisha Seva First Innovation Challenge (OSFIC)! 💼 Open to Students, Startups, and Grassroots Innovators. 💰 Attractive Prize Money & Mentorship for 200+ ideas. Don't wait, put your ideas into action today! 👇 🔗 osfic.startupodisha.org/regi… #StartupOdisha #Innovation #OdishaSevaFirstInnovationChallenge #OdishaInnovates @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
The Odisha Seva First Innovation Challenge (OSFIC) by #Startup Odisha & MSME Dept is now live. Pls submit your innovative idea on real citizen challenges across 21 key themes from Agriculture to Tech & Sustainability. Pls scan the QR code to register.
5
304
ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଭୁବନେଶ୍ୱରସ୍ଥିତ ‘ଓ-ହବ୍‌’ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ, ‘‘ଆମ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭିତରେ ଅନନ୍ୟ ପ୍ରତିଭା ରହିଛି। ଏହାକୁ ଉପସ୍ଥାପନ କରିବା ପାଇଁ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ଏକ ବଳିଷ୍ଠ ମଞ୍ଚ। ଆଶାୟୀ ନବସୃଜନକାରୀମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ନିଜର ଅଭିନବ ଆଇଡିଆକୁ ନୂତନ ଆକାର ଦେଇ ସମାଜରେ ବିଶେଷ ପରିବର୍ତ୍ତନ ଆଣିପାରିବେ। ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi… ରେ ପଞ୍ଜୀକରଣ କରିପାରିବେ। #OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
1
1
203
ନୂତନ ଚିନ୍ତାଧାରା ଓ ନବସୃଜନ ଶକ୍ତିକୁ ଏକାଠି କରି ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଭୁବନେଶ୍ୱରସ୍ଥିତ ‘ଓ-ହବ୍‌’ଠାରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅଭିଯାନକୁ ପ୍ରଶଂସା କରିବା ସହ ରାଜ୍ୟରେ ତୃଣମୂଳ ସ୍ତରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଶେଷ ସହାୟକ ହେବ ବୋଲି କହିଥିଲେ। ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi… ରେ ପଞ୍ଜୀକରଣ କରିପାରିବେ। #OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship @cmo_odisha @Amar4Odisha @gokulanandabjp @SecyChief @msmedepartment @startupindia @SmrutiR2009
2
3
259
ବାସ୍ତବ ସମସ୍ୟାର ପ୍ରଭାବଶାଳୀ ସମାଧାନ ଖୋଜିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ – ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ କହିଥିଲେ, ‘‘ରାଷ୍ଟ୍ର ନିର୍ମାଣରେ ନବସୃଜନକୁ ‘ସେବା’ର ଏକ ମାଧ୍ୟମ ଭାବେ ଉପଯୋଗ କରାଯାଇପାରିବ। ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ ଆମ ଯୁବପିଢ଼ିଙ୍କୁ ଏକ ବଳିଷ୍ଠ ମଞ୍ଚ ପ୍ରଦାନ କରିବା ସହ ବିକଶିତ ଓଡ଼ିଶାର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ।” ଆଗ୍ରହୀ ପ୍ରତିଯୋଗୀମାନେ osfic.startupodisha.org/regi… ରେ ପଞ୍ଜୀକରଣ କରିପାରିବେ। #OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship @cmo_odisha @_KrushnaChPatra @gokulanandabjp @SecyChief @msmedepartment @startupindia @SmrutiR2009
2
3
256
ଭୁବନେଶ୍ୱରସ୍ଥିତ ‘ଓ-ହବ୍‌’ଠାରେ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ କରାଯାଇଛି। ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶାର ମିଳିତ ଉଦ୍ୟମରେ ହେଉଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ୨୧ଟି ପ୍ରମୁଖ ବିଷୟରେ ପ୍ରତିଯୋଗିତା ଆୟୋଜନ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ ରାଜ୍ୟରେ ନବସୃଜନ କ୍ଷେତ୍ର ପାଇଁ ଏକ ବଳିଷ୍ଠ ମଞ୍ଚ। ଏଥିରେ ଆମ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌ ଓ ଏମଏସଏମଇ ଉଦ୍ୟୋଗୀ ତଥା ତୃଣମୂଳ ସ୍ତରର ନବସୃଜନକାରୀଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଏହାଦ୍ୱାରା ସେମାନେ ବାସ୍ତବ ସମସ୍ୟାର ସୃଜନଶୀଳ ସମାଧାନ କରି ବିକଶିତ ଓଡ଼ିଶାର ଗଠନରେ ନିଜର ଯୋଗଦାନ କରିପାରିବେ।” ଆଗ୍ରହୀ ପ୍ରତିଯୋଗୀମାନେ osfis.startupodisha.org/regi… ରେ ପଞ୍ଜୀକରଣ କରିପାରିବେ। @cmo_odisha @gokulanandabjp @SampadSwainBJP @SecyChief @msmedepartment @startupindia @SmrutiR2009
4
4
247
Startup Odisha, under the Department of Micro, Small & Medium Enterprises, Government of Odisha, formally launched the Odisha Seva First Innovation Challenge (OSFIC) at the Conference Hall, Startup Odisha, O-Hub, Bhubaneswar, on September 30, 2026. The launch was graced by Shri Gokulananda Mallik, Minister of Micro, Small & Medium Enterprises and Fisheries & Animal Resources Development; Shri Sampad Chandra Swain, Minister of Industries and Skill Development & Technical Education; Shri Krushna Chandra Patra, Minister of Science & Technology and Food Supplies & Consumer Welfare; and Dr. Amar Patnaik, Former Member of Parliament (Rajya Sabha), as Distinguished Guest. Shri Smruti Ranjan Pradhan, Chief Executive Officer, Startup Odisha, delivered the welcome address, while Ms. Rashmita Panda, Commissioner-cum-Secretary, MSME Department and Chairperson, Startup Odisha, outlined the strategic vision behind OSFIC. The OSFIC web portal was also unveiled. Designed to engage over one lakh participants, including students, youth, and grassroots innovators, OSFIC covers 21 key themes and seeks to advance service-oriented innovation in line with Hon’ble Prime Minister Shri Narendra Modi’s vision of Seva and nation-building. Interested participants can register at: osfic.startupodisha.org/regi… #OSFIC #StartupOdisha #OdishaSevaFirstInnovationChallenge #OdishaInnovates #Innovation #Entrepreneurship @cmo_odisha @_KrushnaChPatra @gokulanandabjp @SampadSwainBJP @Amar4Odisha @SecyChief @msmedepartment @startupindia @SmrutiR2009
2
3
267
🚀 Calling all early-revenue startups in Odisha! Join us for the Kotak BizLabs Acceleration – Season 3, an initiative designed to support innovative startups with measurable social and environmental impact. 📅 Date: 29th September 2026 🕒 Reporting Time: 10:00 AM onwards 📍 Venue: Auditorium, 2nd Floor, Startup Odisha, O-Hub, Bhubaneswar Hosted by Startup Odisha in collaboration with IIM Calcutta Innovation Park (IIMCIP) and Kotak Mahindra Bank, this half-day program will feature an overview of the application process, a fireside chat/panel discussion, and an interactive Q&A. ✨ Why attend? Power your scale-up journey with mentorship, funding, and networking opportunities! 👉 Register here: tiny.cc/KotakBizLabsAccelera… Secure your spot today! #StartupOdisha #IIMCIP #KotakBizLabs #CSR #StartupAccelerator #SocialImpact #Startups #Entrepreneurship #Innovation #OHub #Bhubaneswar #KotakMahindraBank #Funding #Mentorship #Networking #StartupIndia @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009 @IIMCIP @KotakBankLtd
2
315
The TEJAS Rayagada Edition hosted an illuminating Startup India Session led by Ms. Seema Charan, Associate, Startup India, DPIIT, who unpacked the foundational pillars of India’s startup ecosystem. As part of its continued efforts to promote inclusive entrepreneurship and strengthen grassroots innovation, Startup India, Department for Promotion of Industry and Internal Trade (DPIIT), Ministry of Commerce and Industry, Government of India, in collaboration with Startup Odisha and the District Administration, and Atal Community Innovation Center (AICC), Gandhi Institute of Engineering and Technology University (GIETU), successfully conducted a workshop under the TEJAS (Transforming Entrepreneurial Journeys Across State & Districts) initiative. The session provided participants with a comprehensive understanding of Startup India initiatives, DPIIT recognition, and transformative benefits like incubation and funding, inspiring students and aspiring entrepreneurs from Rayagada to confidently take their first steps toward building scalable, innovative ventures. #TEJAS #StartupIndia #DPIIT #StartupOdisha #Rayagada #OdishaStartupEcosystem #GrassrootsInnovation @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009 @DM_Rayagada @AcicGietu @NRDCIndia1953 @IITBBSRREP @hcltech @AtalNit @PhonePe
4
248
Wishing everyone a very Happy Vishwakarma Puja! May Lord Vishwakarma's divine blessings inspire new ideas, stronger foundations, and greater achievements for our startup ecosystem. Let’s continue to build, innovate, and propel Odisha’s startup story to the global stage. #StartupOdisha #VishwakarmaPuja #InnovateOdisha #MakeInOdisha @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
3
241
ପବିତ୍ର ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ନୂଆଖାଇ ଜୁହାର! ଆସନ୍ତୁ ନୂତନ ଉଦ୍ଭାବନ ଏବଂ ନିର୍ମାଣ ମାଧ୍ୟମରେ ଓଡ଼ିଶାର ଷ୍ଟାର୍ଟଅପ୍ କାହାଣୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଆମର ପ୍ରୟାସ ଜାରି ରଖିବା। ......... Wishing everyone a joyous and blessed Nuakhai! Let’s continue to build, innovate, and propel Odisha’s startup story to the global stage. #StartupOdisha #NuakhaiJuhar #InnovateOdisha #MakeInOdisha @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
7
531
Wishing everyone a joyous and blessed Ganesh Chaturthi! Let’s continue to build, innovate, and propel Odisha’s startup story to the global stage. #StartupOdisha #GaneshChaturthi #InnovateOdisha #MakeInOdisha @cmo_odisha @gokulanandabjp @SecyChief @msmedepartment @startupindia @SmrutiR2009
2
237